or_tn/rev/19/15.md

16 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Out of his mouth goes a sharp sword
ଖଡ୍ଗର ଧାର ତାହାଙ୍କ ମୁଖରୁ ନିର୍ଗତ ହେଉଥିଲା I ଖଡ୍ଗ ନିଜେ ଚାଳିତ ହେଉ ନଥିଲା I ଦେଖ ତୁମେ ଏହି ପରି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ ୧:୧୬](../01/16.md)ରେ ଅନୁବାଦ କରିଅଛ I
# strikes down the nations
ଜାତିଗଣକୁ ବିନାଶ କରନ୍ତି କିମ୍ବା “ଜାତିଗଣକୁ ତାହାଙ୍କ ଅଧିନକୁ ଆଣନ୍ତି”
# rule them with an iron rod
ଯୋହନ ଆରୋହୀଙ୍କ ଶକ୍ତି ବିଷୟରେ କହନ୍ତି ଯେପରି ସେ ଲୌହ ଦଣ୍ଡରେ ଶାସନ କରୁଛନ୍ତି I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୨:୫](../12/05.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/figs-metaphor]])
# He tramples in the winepress of the fury of the wrath of God Almighty
ଯୋହନ ଆରୋହୀ ଆପଣା ଶତ୍ରୁମାନଙ୍କୁ ବିନାଶ କରିବା ବିଷୟରେ କହନ୍ତି ଯେପରି ସେମାନେ ଅଙ୍ଗୁର ଫଳ, ଯାହା ଜଣେ ବ୍ୟକ୍ତି ଏକ ଦ୍ରାକ୍ଷାକୁଣ୍ଡରେ ଦଳନ କରିଥାଏ I ଏଠାରେ “କ୍ରୋଧ” ଦୁଷ୍ଟ ଲୋକମାନଙ୍କ ପ୍ରତି ଈଶ୍ବରଙ୍କ ଦଣ୍ଡକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ସର୍ବଶକ୍ତିମାନ୍ ଈଶ୍ବରଙ୍କ ବିଚାର ଅନୁସାରେ ସେ ଆପଣା ଶତ୍ରୁମାନଙ୍କୁ ଦଳି ପକାନ୍ତି, ଠିକ୍ ଯେପରି ଜଣେ ଲୋକ ଦ୍ରାକ୍ଷାକୁଣ୍ଡରେ ଅଙ୍ଗୁରକୁ ଦଳି ପକାଏ”(ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-explicit]])