or_tn/rev/19/06.md

12 lines
949 B
Markdown
Raw Permalink Normal View History

2020-11-19 00:15:53 +00:00
# Then I heard what sounded like the voice of a great number of people, like the roar of many waters, and like loud crashes of thunder
ସେ ଯାହା ଶୁଣୁଛନ୍ତି, ସେ ବିଷୟରେ ଯୋହନ କହୁଛନ୍ତି ଯେପରି ତାହା ଏକ ମହାଜନତାର ଶବ୍ଦ ପରି, ବହୁ ଜଳ କଲ୍ଲୋଳ ଓ ମହା ମେଘଗର୍ଜ୍ଜନର ଶବ୍ଦ ସଦୃଶ I(ଦେଖ: [[rc://*/ta/man/translate/figs-simile]])
# Hallelujah
ଏହି ଶବ୍ଦର ଅର୍ଥ “ଈଶ୍ବରଙ୍କ ପ୍ରଶଂସା କର” କିମ୍ବା “ଆସୁ, ଆମ୍ଭେମାନେ ଈଶ୍ବରଙ୍କର ପ୍ରଶଂସା କରୁ I” ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୯:୧](../19/01.md)ରେ ଅନୁବାଦ କରିଅଛ I
# For the Lord
କାରଣ ପ୍ରଭୁ