or_tn/rev/17/07.md

4 lines
440 B
Markdown
Raw Permalink Normal View History

2020-11-19 00:15:53 +00:00
# Why are you astonished?
ଦୂତ ଯୋହନଙ୍କୁ ମୃଦୁଭାବରେ ଭର୍ତ୍ସନା କରିବା ନିମନ୍ତେ ଏହି ପ୍ରଶ୍ନ ବ୍ୟବହାର କରିଥିଲେ I ଅନ୍ୟଏକ ଅନୁବାଦରେ; “ତୁମ୍ଭେ ଆଶ୍ଚର୍ଯ୍ୟାନ୍ବିତ ହେବା ଉଚିତ ନୁହଁ!” (ଦେଖ: [[rc://*/ta/man/translate/figs-rquestion]])