or_tn/rev/11/11.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# three and a half days
ସମ୍ପୁର୍ଣ ୩ ଦିନ ଓ ଏକ ଅର୍ଦ୍ଧେକ ଦିନ କିମ୍ବା “୩.୫ ଦିନ” କିଅବା “୩ ୧/ ଦିନ I” ଦେଖ, ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୧୧:୯](../11/09.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]])
# a breath of life from God will enter them
ନିଶ୍ବାସ ନେବା କ୍ଷମତା ବିଷୟରେ କୁହାଯାଏ ଯେପରି ଏହା କିଛି ଏପରି ଏକ ବିଷୟ ଯାହା ଲୋକମାନଙ୍କ ଭିରତକୁ ଯାଇପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ସେହି ଦୁଇଜଣ ସାକ୍ଷୀଙ୍କୁ ପୁନର୍ବାର ନିଶ୍ବାସ ପ୍ରଶ୍ବାସ ଦେଇ ଜୀବିତ କରାଇବେ” (ଦେଖ: [[rc://*/ta/man/translate/figs-metaphor]])
# Great fear will fall on those who see them
ଭୟ ବିଷୟରେ କୁହାଯାଏ ଯେପରି ଏହା ଏକ ହିନବସ୍ତୁ ଅଟେ, ଯାହା ଲୋକଙ୍କ ଉପରେ ପଡିପାରେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ଦେଖିବା ଲୋକସମସ୍ତେ ମହାଭୟଗ୍ରସ୍ତ ହେବେ” (ଦେଖ: [[rc://*/ta/man/translate/figs-metaphor]])