or_tn/rev/11/05.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# fire comes out of their mouth and devours their enemies
ଯେହେତୁ ଏହି ଘଟଣା ଭବିଷ୍ୟତ ସମ୍ବନ୍ଧୀୟ ଅଟେ, ଏହାକୁ ଭବିଷ୍ୟତ କାଳରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସେମାନଙ୍କ ମୁଖରୁ ଅଗ୍ନି ନିର୍ଗତ ହୋଇ ସେମାନଙ୍କ ଶତ୍ରୁମାନଙ୍କୁ ଗ୍ରାସ କରିବ”
# fire ... devours their enemies
ଅଗ୍ନି ଲୋକମାନଙ୍କୁ ଦଗ୍ଧକରି ହତ କରିବା ବିଷୟକୁ କୁହାଯାଏ ଯେପରି ଏହା ଏକ ପଶୁ ଅଟେ, ଯାହା ସେମାନଙ୍କୁ ଖାଇ ପାକାଇବ I ଅନ୍ୟଏକ ଅନୁବାଦରେ: “ଅଗ୍ନି ...ସେମାନଙ୍କ ଶତ୍ରୁମାନଙ୍କୁ ବିନଷ୍ଟ କରିବ” କିମ୍ବା “ଅଗ୍ନି ...ସେମାନଙ୍କ ଶତ୍ରୁମାନଙ୍କୁ ସମ୍ପୂର୍ଣ୍ଣରୂପେ ଦଗ୍ଧ କରିବ”(ଦେଖ: [[rc://*/ta/man/translate/figs-metaphor]])