or_tn/rev/09/03.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# locusts
କୀଟସବୁ ବହୁସଂଖ୍ୟାରେ ଏକତ୍ର ହୋଇ ଉଡ଼ିଲେ I ଲୋକମାନେ ସେମାନଙ୍କୁ ଭୟ କରନ୍ତି, କାରଣ ସେମାନେ ଉଦ୍ୟାନର ଓ ବୃକ୍ଷ ସବୁର ପତ୍ରଗୁଡିକ ଖାଇ ପକାନ୍ତି I (ଦେଖ: [[rc://*/ta/man/translate/translate-unknown]])
# power like that of scorpions
ପଶୁ ଓ ମନୁଷ୍ୟମାନଙ୍କୁ ସେମାନଙ୍କର ନାହୁଡ଼ ମାରି ବିଷାକ୍ତ କରିବାକୁ ବିଚ୍ଛାମାନଙ୍କର ଶକ୍ତି ଅଛି I ଅନ୍ୟଏକ ଅନୁବାଦରେ: “ବିଚ୍ଛାମାନଙ୍କ ସଦୃଶ ଲୋକମାନଙ୍କୁ ନାହୁଡ଼ ମାରିବାକୁ ଶକ୍ତି” (ଦେଖ: [[rc://*/ta/man/translate/figs-explicit]])
# scorpions
ସେମାନଙ୍କ ଲାଞ୍ଜରେ ବିଷାକ୍ତ ନାହୁଡା ଥିବା ଛୋଟ ଛୋଟ କୀଟସବୁ I ସେମାନଙ୍କ ନାହୁଡ଼ ସବୁ ଅତି ଯନ୍ତ୍ରଣାଦାୟକ ଓ ଯନ୍ତ୍ରଣା ବହୁ ସମୟ ପର୍ଯ୍ୟନ୍ତ ଲାଗି ରହେ I (ଦେଖ: [[rc://*/ta/man/translate/translate-unknown]])