or_tn/rev/08/08.md

16 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# The second angel
ପରବର୍ତ୍ତୀ ଦୂତ କିମ୍ବା “ଦ୍ବିତୀୟ ଦୂତ” (ଦେଖ: [[rc://*/ta/man/translate/translate-ordinal]])
# something like a great mountain burning with fire was thrown
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦୂତ ଅଗ୍ନି ପ୍ରଜ୍ବଳିତ ଏକ ପ୍ରକାଣ୍ଡ ପର୍ବତ ସଦୃଶ କିଛି ନିକ୍ଷେପ କଲେ” (ଦେଖ: [[rc://*/ta/man/translate/figs-activepassive]])
# A third of the sea became blood
“ଏକ ତୃତୀୟାଂଶ” ଭଗ୍ନାଂଶକୁ ଅନୁବାଦରେ ବ୍ୟାଖ୍ୟା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ସମୁଦ୍ର ସଦୃଶ ତିନି ଭାଗରେ ବିଭକ୍ତ ହୋଇ, ଏକ ଭାଗ ରକ୍ତମୟ ହୋଇଗଲା” (ଦେଖ: [[rc://*/ta/man/translate/translate-fraction]])
# became blood
ସମ୍ଭାବିତ ଅର୍ଥଗୁଡିକ ୧) “ହରିତ ବର୍ଣ ସଦୃଶ ରକ୍ତମୟ ହୋଇଗଲା” କିମ୍ବା ) ପ୍ରକୃତରେ ରକ୍ତ ହୋଇଗଲା I (ଦେଖ: [[rc://*/ta/man/translate/figs-simile]])