or_tn/rev/08/07.md

8 lines
902 B
Markdown
Raw Permalink Normal View History

2020-11-19 00:15:53 +00:00
# It was thrown down onto the earth
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଦୂତ ରକ୍ତମିଶ୍ରିତ ଶିଳା ଓ ଅଗ୍ନି ପୃଥିବୀରେ ନିକ୍ଷେପ କଲେ” (ଦେଖ: [[rc://*/ta/man/translate/figs-activepassive]])
# a third of it was burned up, a third of the trees were burned up, and all the green grass was burned up
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ପୃଥିବୀର ତୃତୀୟାଂଶ, ବୃକ୍ଷସମୂହର ତୃତୀୟାଂଶ, ଓ ସମସ୍ତ ହରିଦ୍ ବର୍ଣ୍ଣ ତୃଣ ଦଗ୍ଧ କଲା” (ଦେଖ: [[rc://*/ta/man/translate/figs-activepassive]])