or_tn/rev/04/10.md

16 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# twenty-four elders
୨୪ ପ୍ରାଚୀନ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ ୪;୪](../04/04.md)ରେ ଅନୁବାଦ କରିଅଛ I (ଦେଖ: [[rc://*/ta/man/translate/translate-numbers]])
# fall down
ସେମାନେ ଉଦ୍ଦେଶ୍ୟମୂଳକଭାବରେ ଭୁମିଷ୍ଠ ହୋଇ ପଡି ଦର୍ଶାଉଛନ୍ତି ଯେ ସେମାନେ ଉପାସନା କରୁଛନ୍ତି I
# They lay their crowns before the throne
ଏହି ମୁକୁଟଗୁଡିକ ପିଟା ସୁବର୍ଣ୍ଣରେ ନିର୍ମିତ ହୋଇ ଜୀତ ଡାଳ ଅବା ଲରେଲ୍ ପତ୍ରର ମାଳ ସଦୃଶ ଦେଖା ଯାଉଥିଲେ I ପ୍ରାଚୀନମାନେ ସମ୍ମାନର ସହିତ ମୁକୁଟ ଗୁଡିକୁ ତଳେ ରଖି ପ୍ରମାଣ କରୁଛନ୍ତି, ଦର୍ଶାଉଛନ୍ତି ଯେ ସେମାନେ ଈଶ୍ବରଙ୍କ ରାଜତ୍ବର ଅଧିକାର ନିକଟରେ ଆପଣା ଆପଣାକୁ ସମର୍ପଣ କରୁଛନ୍ତି I ଅନ୍ୟଏକ ଅନୁବାଦରେ: “ସେମାନେ ଆପଣା ଆପଣାକୁ ତାହାଙ୍କ ନିକଟରେ ସମର୍ପଣ କରିବା ସଦୃଶ ଦେଖାଇବା ନିମନ୍ତେ ସିଂହାସନ ସମ୍ମୁଖରେ ଆପଣା ଆପଣାର ମୁକୁଟ ଥୋଇ ଦେଉଛନ୍ତି” (ଦେଖ: [[rc://*/ta/man/translate/translate-symaction]])
# lay
ସମ୍ଭାବିତ ଅର୍ଥ ଗୁଡିକ ୧) ଥୋଇବା ନିମନ୍ତେ କିମ୍ବା ) ବଳପୂର୍ବକ ଫିଙ୍ଗିଦେବା ନିମନ୍ତେ, ସେପରି କିଛି ମୁଲ୍ୟହିନ (""ଫିଙ୍ଗିଦେବା,"" [ପ୍ରକାଶିତ ବାକ୍ୟ :](../02/22.md)) I ପାଠକମାନେ ବୁଝିବା ଉଚିତ ଯେ ପ୍ରାଚୀନମାନେ ସମ୍ମାନପୂର୍ବକ ତାହା କରୁଛନ୍ତି I