or_tn/rev/02/17.md

12 lines
2.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Let the one who has an ear, hear
ଯୀଶୁ ଗୁରୁତ୍ବାରୋପ କରନ୍ତି ଯେ ସେ ସମ୍ପ୍ରତି ଯାହା କହିଛନ୍ତି ତାହା ଗୁରୁତ୍ବପୂର୍ଣ୍ଣ ଅଟେ ଓ ତାହା ବୁଝିବାକୁ ଏବଂ ପାଳନ କରିବାକୁ କିଛି ଉଦ୍ୟମ କରିବା ଆବଶ୍ୟକ ହୁଏ I ବୁଝିବା ଏବଂ ପାଳନ କରିବା ନିମନ୍ତେ “କର୍ଣ୍ଣ ଅଛି” ବାକ୍ୟାଂଶଟି ଏକ ରୂପକ ଅଟେ I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି [ପ୍ରକାଶିତ ବାକ୍ୟ :୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ, ସେ ଶୁଣୁ” କିମ୍ବା “ଯେ ବୁଝିବାକୁ ଇଚ୍ଛା କରେ, ସେ ବୁଝି ପାଳନ କରୁ” (ଦେଖ: [[rc://*/ta/man/translate/figs-metonymy]])
# Let the one ... hear
ଯେହେତୁ ଯୀଶୁ ପ୍ରତ୍ୟକ୍ଷଭାବରେ ଆପଣା ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ଇଚ୍ଛା କରି ପାର I ଦେଖ ତୁମେ ଏହି ବାକ୍ୟାଂଶକୁ କିପରି [ପ୍ରକାଶିତ :୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର, ଶୁଣ” କିମ୍ବା “ଯଦି ତୁମେ ବୁଝିବାକୁ ଇଚ୍ଛା କର, ବୁଝି ପାଳନ କର” (ଦେଖ: [[rc://*/ta/man/translate/figs-123person]])
# To the one who conquers
ଏହା ଜୟ କରୁଥିବା ଯେକୌଣସି ବ୍ୟକ୍ତିକୁ ବୁଝାଏ I ଦେଖ ତୁମେ ଏହାକୁ କିପରି [ପ୍ରକାଶିତ ବାକ୍ୟ :୭](../02/07.md)ରେ ଅନୁବାଦ କରିଅଛ I ଅନ୍ୟଏକ ଅନୁବାଦରେ: “ଯେକୌଣସି ବ୍ୟକ୍ତି ଯେ ମନ୍ଦକୁ ପ୍ରତିରୋଧ କରେ” କିମ୍ବା “ଯେଉଁମାନେ ମନ୍ଦ କରିବାକୁ ଏକମତ ହୁଅନ୍ତି ନାହି” (ଦେଖ: [[rc://*/ta/man/translate/figs-genericnoun]])