or_tn/rev/01/08.md

12 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# the alpha and the omega
ଏଗୁଡିକ ଗ୍ରୀକ୍ ବର୍ଣ୍ଣମାଳାର ପ୍ରଥମ ଓ ଶେଷ ଅକ୍ଷର ଅଟନ୍ତି I ସମ୍ଭାବିତ ଅର୍ଥ ଗୁଡିକ ୧) “ଏକମାତ୍ର ଯେ ସମସ୍ତ ବିଷୟ ଆରମ୍ଭ କଲେ ଓ ସମସ୍ତ ବିଷୟ ସମାପ୍ତ କରନ୍ତି” କିମ୍ବା ) “ଏକମାତ୍ର ଯେ ସର୍ବଦା ଜୀବିତ ଅଛନ୍ତି ଓ ଯେ ସର୍ବଦା ଜୀବିତ ରହିବେ I” ଯଦି ଏହା ପାଠକମାନଙ୍କ ନିମନ୍ତେ ଅସ୍ପଷ୍ଟ ହୁଏ, ତେବେ ତୁମ ଭାଷାର ବର୍ଣ୍ଣମାଳାରେ ଥିବା ପ୍ରଥମ ଓ ଶେଷ ଅକ୍ଷର ବ୍ୟବହାର କରିପାରିବ I ଅନ୍ୟଏକ ଅନୁବାଦରେ: “କ ଓ କ୍ଷ” କିମ୍ବା “ପ୍ରଥମ ଓ ଶେଷ” (ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-merism]])
# who is to come
ଭବିଷ୍ୟତରେ ଅଛନ୍ତି ବିଷୟକୁ ଆଗାମୀ ବିଷୟ ସଦୃଶ କୁହାଯାଇଛି I (ଦେଖ: [[rc://*/ta/man/translate/figs-metaphor]])
# says the Lord God
କେତେକ ଭାଷାରେ “ପ୍ରଭୁ ଈଶ୍ବର କହନ୍ତି” ବାକ୍ୟାଂଶକୁ ସମ୍ପୁର୍ଣଭାବେ ବାକ୍ୟର ଆରମ୍ଭରେ କିଅବା ଶେଷରେ ରଖନ୍ତି I (ଦେଖ: [[rc://*/ta/man/translate/writing-quotations]])