or_tn/php/04/01.md

24 lines
3.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# General Information:
ଯେତେବେଳେ ପାଉଲ କହନ୍ତି “ମୋହର ପ୍ରକୃତ ସହକର୍ମୀ,” “ତୁମ୍ଭେ” ଶବ୍ଦ ଏକବଚନ ଅଟେ I ପାଉଲ କୌଣସି ବ୍ୟକ୍ତିର ନାମ କହୁ ନାହାନ୍ତି I ସେ ତାହାଙ୍କୁ ଏପରି ସମ୍ବୋଧନ କରୁଛନ୍ତି ଯେ ସେ ପାଉଲଙ୍କ ସହିତ ମିଶି ସୁସମାଚାର ପ୍ରଚାର କାର୍ଯ୍ୟ କରିଥିଲେ I (ଦେଖ: [[rc://*/ta/man/translate/figs-you]])
# Connecting Statement:
ପାଉଲ ଏକମନା ହେବା ବିଷୟରେ ଫିଲିପ୍ପୀର ବିଶ୍ବାସୀମାନଙ୍କୁ କେତେକ ନିର୍ଦ୍ଦିଷ୍ଟ ଉପଦେଶ ଦେବା ଜାରି ରଖନ୍ତି ଏବଂ ପ୍ରଭୁଙ୍କ ନିମନ୍ତେ ଜୀବନଯାପନ କରିବା ନିମନ୍ତେ ସାହାଯ୍ୟକାରୀ ପରାମର୍ଶ ଦେଉଛନ୍ତି I
# Therefore, my beloved brothers whom I long for
ହେ ମୋହର ସହବିଶ୍ବାସୀମାନେ, ମୁଁ ତୁମ୍ଭମାନଙ୍କୁ ପ୍ରେମ କରୁଅଛି ଓ ତୁମ୍ଭମାନଙ୍କୁ ଦେଖିବାକୁ ବହୁତ ଇଚ୍ଛା କରୁଅଛି
# brothers
ଦେଖ ତୁମେ ଏହାକୁ କିପରି [ଫିଲିପ୍ପୀୟ ୧:୧୨](../01/12.md)ରେ ଅନୁବାଦ କରିଅଛ I
# my joy and crown
ପାଉଲ “ଆନନ୍ଦ” ଶବ୍ଦ ବ୍ୟବହାର କରିବା ଅର୍ଥ ଯେ ଫିଲିପ୍ପୀୟ ମଣ୍ଡଳୀ ତାହାଙ୍କ ଆନନ୍ଦର କାରଣ ଅଟେ I ଏକ “ମୁକୁଟ” ପତ୍ରରେ ତିଆରି ହେଉଥିଲା, ଏବଂ ଜଣେ ବ୍ୟକ୍ତି ଏକ ଗୁରୁତ୍ବପୂର୍ଣ୍ଣ କ୍ରୀଡାରେ ସେ ବିଜୟ ପ୍ରାପ୍ତ କରିବା ପରେ ସମ୍ମାନର ଏକ ଚିହ୍ନ ସ୍ବରୁପ ତାହାର ମସ୍ତକରେ ପିନ୍ଧୁଥିଲା I ଏଠାରେ “ମୁକୁଟ” ଅର୍ଥ ଫିଲ୍ଲିପିୟ ମଣ୍ଡଳୀ ଈଶ୍ବରଙ୍କ ସମ୍ମୁଖରେ ପାଉଲଙ୍କ ପ୍ରତି ସମ୍ମାନ ଆଣିଲେ I ଅନ୍ୟ ଏକ ଅନୁବାଦରେ: ତୁମେମାନେ ମୋତେ ଆନନ୍ଦିତ କଲ କାରଣ ତୁମେମାନେ ଯୀଶୁଙ୍କଠାରେ ବିଶ୍ବାସ କଲ, ଏବଂ ମୋହର କାର୍ଯ୍ୟରେ ମୋହର ପୁରସ୍କାର ଓ ସମ୍ମାନ ଅଟ” (ଦେଖ: [[rc://*/ta/man/translate/figs-metonymy]])
# in this way stand firm in the Lord, beloved friends
ତେଣୁ ହେ ମୋହର ପ୍ରିୟ ବନ୍ଧୁମାନେ, ମୁଁ ଯେପରି ଶିକ୍ଷା ଦେଇଅଛି ସେହିପରି ପ୍ରଭୁଙ୍କ ନିମନ୍ତେ ସେପରି ଜୀବନଯାପନ କରିବାରେ ଲାଗି ରୁହ”