or_tn/php/01/21.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# For to me
ଏହି ଶବ୍ଦଗୁଡିକ ଗୁରୁତ୍ବ ବହନକାରୀ ଅଟନ୍ତି I ସେଗୁଡିକ ସୂଚାଉ ଅଛନ୍ତି ଯେ ଏହା ପାଉଲଙ୍କର ବ୍ୟକ୍ତିଗତ ଅନୁଭୂତି ଅଟେ I
# to live is Christ
ଏଠାରେ ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଓ ତାହାଙ୍କର ସେବା କରିବା ବିଷୟରେ କୁହାଯାଏ ଯେପରି ପାଉଲଙ୍କ ଜୀବନଧାରଣର ଏକମାତ୍ର ଉଦ୍ଦେଶ୍ୟ ଅଟେ I ଅନ୍ୟ ଏକ ଅନୁବାଦରେ: “ଜୀବନ ଧାରଣ କରି ଖ୍ରୀଷ୍ଟଙ୍କୁ ସନ୍ତୁଷ୍ଟ କରିବା ଏକ ସୁଯୋଗ ଅଟେ” (ଦେଖ: [[rc://*/ta/man/translate/figs-metaphor]])
# to die is gain
ଏଠାରେ ମୃତ୍ୟୁକୁ “ଲାଭଜନକ” ଭାବେ କୁହାଯାଉଛି I “ଲାଭଜନକ” ନିମନ୍ତେ ସମ୍ଭାବିତ ଅର୍ଥଗୁଡିକ ୧) ପାଉଲଙ୍କ ମୃତ୍ୟୁ ସୁସମାଚାରର ବାକ୍ୟ ପ୍ରସାର କରିବାରେ ସାହାଯ୍ୟ କରିବ କିମ୍ବା ) ପାଉଲ ଏକ ଭଲ ପରିସ୍ଥିତିରେ ରହିବେ I (ଦେଖ: [[rc://*/ta/man/translate/figs-metaphor]])