or_tn/php/01/16.md

12 lines
923 B
Markdown
Raw Permalink Normal View History

2020-11-19 00:15:53 +00:00
# The latter
ଯେଉଁମାନେ ସଦ୍ଭାବ ସକାଶୁ ଖ୍ରୀଷ୍ଟଙ୍କର ପ୍ରଚାର କରୁଛନ୍ତି
# I am put here for the defense of the gospel
ଏହାକୁ କର୍ତ୍ତୃବାଚ୍ୟରେ କୁହାଯାଇ ପାରିବ I ସମ୍ଭାବିତ ଅର୍ଥଗୁଡିକ ୧)“ସୁସମାଚାର ପକ୍ଷ ସମର୍ଥନ କରିବା ନିମନ୍ତେ ଈଶ୍ବର ମୋତେ ମନୋନୀତ କଲେ” କିମ୍ବା ) “ସୁସମାଚାର ପକ୍ଷ ସମର୍ଥନ କରିବା କାରଣରୁ ମୁଁ ବନ୍ଧନରେ ଅଛି” (ଦେଖ: [[rc://*/ta/man/translate/figs-activepassive]])
# for the defense of the gospel
ସମସ୍ତଙ୍କୁ ଶିକ୍ଷା ଦେବା ନିମନ୍ତେ ଯେ ଯୀଶୁଙ୍କ ବାକ୍ୟ ସତ୍ୟ ଅଟେ