or_tn/php/01/11.md

8 lines
2.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# filled with the fruit of righteousness that comes through Jesus Christ
ଯେକୌଣସି ବିଷୟ ଦ୍ବାରା ପୂର୍ଣ୍ଣ ହେବା ଏକ ରୂପକ ଅଟେ, ଯାହା ଏହା ଦ୍ବାରା ଚରିତ୍ର ଚିତ୍ରଣ କରିବା ଅବା ଏହାକୁ ଅଭ୍ୟାସଗତ ଭାବରେ କରିବାକୁ ବୁଝାଏ I “ଧାର୍ମିକତାର ଫଳ”ର ସମ୍ଭାବିତ ଅର୍ଥଗୁଡିକ ୧) ଏହା ଏକ ରୂପକ ଅଟେ ଯାହା ଧାର୍ମିକ ଆଚରଣକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଯାହା ଧାର୍ମିକତାର ବିଷୟ, ତାହା ଅଭ୍ୟାସ କରିବା, କାରଣ ଯୀଶୁ ଖ୍ରୀଷ୍ଟ ତୁମ୍ଭମାନଙ୍କୁ ସକ୍ଷମ କରାନ୍ତି” କିମ୍ବା ) ଏହା ଏକ ରୂପକ ଅଟେ ଯାହା ଧାର୍ମିକ ହେବା ନିମନ୍ତେ ପରିଣାମ ସ୍ବରୂପ ସତ୍କର୍ମକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ଅଭ୍ୟାସଗତଭାବରେ ସତ୍କର୍ମ କରିବା, କାରଣ ଯୀଶୁ ତୁମ୍ଭମାନଙ୍କୁ ଧାର୍ମିକ ଗଣନା କରିବେ” (ଦେଖ: [[rc://*/ta/man/translate/figs-metaphor]])
# to the glory and praise of God
ସମ୍ଭାବିତ ଅର୍ଥଗୁଡିକ ୧) “ଅତଏବ ଅନ୍ୟଲୋକମାନେ ଦେଖିବେ ଯେ ତୁମ୍ଭେମାନେ କିପରି ଈଶ୍ବରଙ୍କ ସମ୍ଭ୍ରମ କରୁଅଛ” କିମ୍ବା ) “ଅତଏବ ତୁମ୍ଭମାନେ କରୁଥିବା ସତ୍କର୍ମ ଦେଖି ଲୋକମାନେ ଈଶ୍ବରଙ୍କ ପ୍ରଶଂସା ଓ ସମ୍ଭ୍ରମ କରିବେ I” ଏହି ଅନ୍ୟ ସମସ୍ତ ଅନୁବାଦ ଏକ ନୁତନ ବାକ୍ୟ ଆବଶ୍ୟକ କରିବେ I