or_tn/phm/01/20.md

4 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# refresh my heart in Christ
ଏଠାରେ “ଆଶ୍ବାସ” ସାନ୍ତ୍ବନା ଓ ଉତ୍ସାହ ନିମନ୍ତେ ଏକ ରୂପକ ଅଟେ I ଏଠାରେ “ହୃଦୟ” ଜଣେ ବ୍ୟକ୍ତିର ଅନ୍ତରର ଅନୁଭୂତି, ଭାବନା ଓ ଆନ୍ତରିକ ପୁରୁଷ ନିମନ୍ତେ ଏକ ରୂପକ ଅଟେ I ପାଉଲ ତାହାଙ୍କର ହୃଦୟକୁ ଫିଲୀମୋନ ଆଶ୍ବାସ କରନ୍ତୁ ବୋଲି ଚାହୁଁଥିବା ବିଷୟକୁ ସ୍ପଷ୍ଟ କରାଯାଇପାରିବ I ଅନ୍ୟ ଏକ ଆନୁବାଦରେ: “ଖ୍ରୀଷ୍ଟଙ୍କଠାରେ ମୋତେ ଉତ୍ସାହିତ କର” କିମ୍ବା “ଖ୍ରୀଷ୍ଟଙ୍କଠାରେ ମୋତେ ସାନ୍ତ୍ବନା ଦିଅ” କିଅବା “ଦୟାକରି ଅନୀସିମଙ୍କୁ ଗ୍ରହଣକରି ଖ୍ରୀଷ୍ଟଙ୍କଠାରେ ମୋହର ହୃଦୟକୁ ଆଶ୍ବାସ ଦିଅ”(ଦେଖ: [[rc://*/ta/man/translate/figs-metaphor]] ଓ [[rc://*/ta/man/translate/figs-metonymy]] ଓ [[rc://*/ta/man/translate/figs-explicit]])