or_tn/mrk/16/intro.md

14 lines
2.8 KiB
Markdown
Raw Permalink Normal View History

2020-11-19 00:15:53 +00:00
# ମାର୍କ ୧୬ ସାଧାରଣ ସୁଚନା
## ଏହି ଅଧ୍ୟାୟରେ ବିଶେଷ ଧାରଣା
### ସମାଧି
ଯେଉଁ ସମାଧିରେ ଯୀଶୁଙ୍କୁ ସମାଧି ଦେଇଥିଲେ ([ମାର୍କ ୧୫:୪୬] (../../mrk/15/46.md)) ଏପ୍ରକାର ଏକ ସମାଧି ଥିଲା ଯେଉଁଠାରେ ଧନୀ ଯିହୁଦୀମାନେ ସେମାନଙ୍କ ପରିବାରର ଲୋକମାନଙ୍କୁ ସମାଧି ଦେଉଥିଲେ I ଏହା ପ୍ରକୃତରେ ପାହାଡରେ ଖୋଳାଯାଇଥିବା କୋଠାରୀ ପରି ଥିଲା I ଏହାର ଗୋଟିଏ ପାର୍ଶ୍ବ ସମତଳ ଥିଲା ଯେଉଁଠାରେ ସେମାନେ ତୈଳ ଓ ଅନ୍ୟାନ୍ୟ ରାସାୟନିକ ପ୍ରଲେପ ଦେବା ପରେ ଗୋଟିଏ ସୁକ୍ଷ୍ମ ବସ୍ତ୍ରରେ ଗୋଡାଇ ସମାଧିସ୍ଥ କରନ୍ତି ଓ ଏହାର ସମ୍ମୁଖରେ ଗୋଟିଏ ପଥର ରଖନ୍ତି ଯେପରି ବାହାରୁ କେହି ଭିତରକୁ ଦେଖି ପାରିବେ ନାହିଁ କି ଭିତରକୁ ପ୍ରବେଶ କରି ପାରିବେ ନାହିଁ I
## ଏହି ଅଧ୍ୟାୟରେ ସାମ୍ଭାବିତ ଅନୁବାଦ ସମସ୍ୟା
### ଜଣେ ଯୁବା ଲୋକ ଶୁକ୍ଲବସ୍ତ୍ର ପରିହିତ
ମାଥିଉ, ମାର୍କ, ଲୁକ ଓ ଯୋହନ ଯୀଶୁଙ୍କ ସମାଧି ନିକଟରେ ସ୍ତ୍ରୀମାନଙ୍କ ସହିତ ଶୁକ୍ଲବସ୍ତ୍ର ପରିହିତ ଜଣେ ଦୁତଙ୍କ ବିଷୟରେ ଉଲ୍ଲେଖ କରନ୍ତି I ଦୁଇଜଣ ଲେଖକ ସେମାନଙ୍କୁ ମନୁଷ୍ୟ କହିଲେ ଯେହେତୁ ସେମାନେ ମନୁଷ୍ୟ ରୁପରେ ଦୁତମାନେ ଥିଲେ I ଅନ୍ୟ ଦୁଇଜଣ ଲେଖକ ଦୁଇ ଦୁତ ବୋଲି କହୁଥିବା ବେଳେ ଅନ୍ୟ ଦୁଇଜଣ ସେମାନଙ୍କ ମଧ୍ୟରୁ ଗୋଟିଏ ଦୁତ ଥିଲେ ବୋଲି ମତ ଦିଅନ୍ତି I ଏହାକୁ ଅନୁବାଦ କରିବା ସମୟରେ ପ୍ରତ୍ୟକ ବାକ୍ୟାଂଶ ଯେପରି ULT ରେ ଦିଆଯାଇଛି ସେପରି ଅନୁବାଦ କରିବା ଶ୍ରେୟସ୍କର ହେବ ଯେପରି ସମସ୍ତ ଶାସ୍ତ୍ରଂଶ ସମାନ ନୁହେଁ I (ଦେଖ: [ମାଥିଉ ୨୮:୧-](../mat/28/01.md), [ମାର୍କ ୧୬:୫] (../../mrk/16/05.md), [ଲୁକ ୨୪:୪] (../../luk/24/04. md) ଓ [ଯୋହନ :୧୨] (../../jhn /20/12. md))