or_tn/mrk/15/43.md

20 lines
2.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# Joseph of Arimathea came there. He was a respected
“ସେଠାକୁ ଆସି” ବାକ୍ୟାଂଶ ଯୋଶେଫ ପିଲାତଙ୍କ ନିକଟକୁ ଆସି, ଯାହା ପ୍ରାଥମିକ ସୁଚନା ଦିଆଯିବା ପରେ ବର୍ଣନା କରାଯାଇଛି, ମାତ୍ର ତାହାଙ୍କ ନିକଟକୁ ଭୟରେ ଓ ସାହାଯ୍ୟ କରିବା ଉଦେଶ୍ବରେ କାହାଣୀରେ ତାହାଙ୍କୁ ପରିଚୟ କରୁଛି I ତୁମ ଭାଷାରେ ହୁଏତ ଭିନ୍ନ ଭାବରେ ଏହା କରିପାର I ଅନ୍ୟଏକ ଅନୁବାଦରେ: ହାରାମାଥିୟର ଯୋଶେଫ ଜଣେ ସମ୍ମାନିତ ବ୍ୟକ୍ତି ଥିଲେ” (ଦେଖ: [[rc://*/ta/man/translate/writing-participants]])
# Joseph of Arimathea
ଯୋସେଫ ହାରାମାଥିୟରୁ ଆସିଛନ୍ତି I ଯୋଶେଫ ଜଣେ ବ୍ୟକ୍ତିର ନାମ ଥିଲା ଓ ସେ ହାରାମାଥିୟ ନାମକ ସ୍ଥାନରୁ ଆସିଥିଲେ I (ଦେଖ: [[rc://*/ta/man/translate/translate-names]])
# He was a respected member of the council ... for the kingdom of God
ଏହା ଯୋଶେଫଙ୍କ ବିଷୟରେ ପ୍ରାଥମିକ ପରିଚୟ ଅଟେ I (ଦେଖ: [[rc://*/ta/man/translate/writing-background]])
# went in to Pilate
ପିଲାତ ନିକଟକୁ ଗଲେ କିମ୍ବା “ଯେଉଁଠାରେ ପିଲାତ ଥିଲେ ସେଠାକୁ ଗଲେ”
# asked for the body of Jesus
ଏହାକୁ ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେ ସେ ଶରୀର ଚାହୁଁଥିଲେ ଯେପରି ସେ ସମାଧି ଦେଇ ପାରିବେ I ଅନ୍ୟଏକ ଅନୁବାଦରେ: “ଯୀଶୁଙ୍କ ମର ଶରୀରକୁ ସମାଧି ଦେବା ନିମନ୍ତେ ଅନୁମତି ମାଗିଲେ” (ଦେଖ: [[rc://*/ta/man/translate/figs-explicit]])