or_tn/mrk/15/06.md

8 lines
963 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପିଲାତ, ଆଶା କରୁଥିଲେ କି ଲୋକସମୁହ ଯୀଶୁଙ୍କୁ ମନୋନିତ କରିବେ, ବନ୍ଦୀକୁ ମୁକ୍ତ କରୁଥିଲେ, କିନ୍ତୁ ଲୋକସମୁହ ଯୀଶୁଙ୍କ ପରିବର୍ତ୍ତେ ବାରବ୍ବାକୁ ମାଗିଲେ I
# Now
ଏହି ଶବ୍ଦଗୁଡିକ ଏଠାରେ ମୁଖ୍ୟ କାହାଣୀର ବିରତିକୁ ଚିହ୍ନିତ କରିବା ନିମନ୍ତେ ବ୍ୟବହାର କରାଯାଇଛି ଯେପରି ଲେଖକ ପ୍ରାକ ତଥ୍ୟକୁ ସ୍ଥାନାନ୍ତର କରି କହିଲେ ଯେ ପର୍ବ ସମୟରେ ଜଣେ ବନ୍ଦୀ ବାରବ୍ବାକୁ ମୁକ୍ତ କରିବା ପିଲାତଙ୍କ ଏକ ପ୍ରଥା ଥିଲା I (ଦେଖ: [[rc://*/ta/man/translate/writing-background]])