or_tn/mrk/13/24.md

8 lines
859 B
Markdown
Raw Permalink Normal View History

2020-11-19 00:15:53 +00:00
# the sun will be darkened
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ସୁର୍ଯ୍ୟ ଅନ୍ଧକାରମୟ ହେବ” (ଦେଖ: [[rc://*/ta/man/translate/figs-activepassive]])
# the moon will not give its light
ଏଠାରେ ଚନ୍ଦ୍ର ବିଷୟରେ କୁହାଯାଇଛି ଯେପରି ଏହା ଜୀବିତ ଥିଲା ଓ କୌଣସି ବିଷୟ ଅନ୍ୟକାହାକୁ ଦେବା ପାଇଁ ସକ୍ଷମ ଥିଲା I ଅନ୍ୟଏକ ଅନୁବାଦରେ: “ଚନ୍ଦ୍ର ଆଲୋକ ଦେବ ନାହିଁ” କିମ୍ବା “ଚନ୍ଦ୍ର ଅନ୍ଧକାରମୟ ହେବ” (ଦେଖ: [[rc://*/ta/man/translate/figs-personification]])