or_tn/mrk/13/12.md

20 lines
2.9 KiB
Markdown
Raw Permalink Normal View History

2020-11-19 00:15:53 +00:00
# Brother will deliver up brother to death
ଭ୍ରାତା ଭ୍ରାତାକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ କିମ୍ବା “ଭ୍ରାତା ସେମାନଙ୍କ ଭ୍ରାତାମାନଙ୍କୁ ମୃତ୍ୟୁଭୋଗ ନିମନ୍ତେ ସେମାନେ ସମର୍ପଣ କରିବେ“ I ଏହି ଘଟଣା ବିଭିନ୍ନ ସମୟରେ ଅନେକ ଲୋକମାନଙ୍କ ନିମନ୍ତେ ଘଟିବ I ଯୀଶୁ ଜଣେ ଲୋକ କିମ୍ବା ତାହାର ଭାଇ ବିଷୟରେ କହୁ ନାହାନ୍ତି I
# Brother ... brother
ଏହା ଉଭୟ ଭାଇ ଓ ଭଉଣୀକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଲୋକମାନେ ... ସେମାନଙ୍କ ସହୋଦର ଭାଇ ଭଉଣୀ” (ଦେଖ: [[rc://*/ta/man/translate/figs-gendernotations]])
# a father his child
“ମୃତ୍ୟୁଭୋଗ କରିବା ପର୍ଯ୍ୟନ୍ତ” ଶବ୍ଦସମୁହ ପୁର୍ବ ବାକ୍ୟାଂଶରେ ବୁଝା ପଡୁଛି I ଏହାର ଅର୍ଥ ଯେ କିଛି ପିତାମାନେ ତାଙ୍କର ପୁତ୍ରମାନଙ୍କୁ ବିଶ୍ବାସଘାତ କରିବେ, ଓ ଏହି ବିଶ୍ବାସଘାତକ କାର୍ଯ୍ୟ ସେମାନଙ୍କ ସନ୍ତାନଗଣକୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବ I ଅନ୍ୟଏକ ଅନୁବାଦରେ: “ପିତା ପୁତ୍ରଗଣଙ୍କୁ ମୃତ୍ୟୁଭୋଗ କରିବା ନିମନ୍ତେ ସମର୍ପଣ କରିବେ” (ଦେଖ: [[rc://*/ta/man/translate/figs-ellipsis]] ଓ [[rc://*/ta/man/translate/figs-idiom]])
# Children will rise up against their parents
ଏହାର ଅର୍ଥ ସନ୍ତାନଗଣ ସେମାନଙ୍କ ପିତାମାତାଙ୍କୁ ବିରୋଧ କରିବେ ଓ ସେମାନଙ୍କ ସହ ବିଶ୍ବାସଘାତ କରିବେ I ଅନ୍ୟଏକ ଅନୁବାଦରେ: “ପୁତ୍ରଗଣ ପିତାମାନଙ୍କୁ ବିରୋଧ କରିବେ“ (ଦେଖ: [[rc://*/ta/man/translate/figs-idiom]])
# cause them to be put to death
ଏହାର ଅର୍ଥ ଅଧିକାରୀମାନେ ପିତାମାନଙ୍କୁ ବଧ କରିବେ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଅଧିକାରୀମାନେ ପିତାମାନଙ୍କୁ ମୃତ୍ୟୁ ଦଣ୍ଡାଦେଶ ଦେବେ“ କିମ୍ବା “ପିତାମାନଙ୍କୁ ଅଧିକାରୀମାନେ ବଧ କରିବେ” (ଦେଖ: [[rc://*/ta/man/translate/figs-activepassive]])