8 lines
1.2 KiB
Markdown
8 lines
1.2 KiB
Markdown
|
# are first will be last, and the last first
|
||
|
|
||
|
ଏଠାରେ “ପ୍ରଥମ” ଓ “ଶେଷ” ଶବ୍ଦସମୁହ ପରସ୍ପର ବିପରିତ ଅଟନ୍ତି I ଯୀଶୁଙ୍କ ବାକ୍ୟ “ପ୍ରଥମ” ଗୁରୁତ୍ବପୁର୍ଣ୍ଣ ଅଟେ ଓ “ଶେଷ” ନଗଣ୍ୟ ହେବେ I ଅନ୍ୟଏକ ଅନୁବାଦରେ: “ମହତ୍ଵପୁର୍ଣ୍ଣ ନଗଣ୍ୟ ହେବ, ଓ ଯେଉଁମାନେ ନଗଣ୍ୟ ଅଟନ୍ତି ସେମାନେ ମହତ୍ବପୁର୍ଣ୍ଣ ହେବେ” (ଦେଖ: [[rc://*/ta/man/translate/figs-metaphor]])
|
||
|
|
||
|
# the last first
|
||
|
|
||
|
“ଶେଷ” ବାକ୍ୟାଂଶ ଯେଉଁ ଲୋକମାନେ “ଶେଷ”ରେ ହେବେ ତାହାକୁ ବୁଝାଏ I ମଧ୍ୟ, ବୁଝି ହେଉଥିବା ଏହି ବାକ୍ୟାଂଶର କ୍ରିୟା ପଦ ଯୋଗାଇପାରେ I ଅନ୍ୟଏକ ଅନୁବାଦରେ: “ଯେଉଁମାନେ ଶେଷରେ ଥିବେ ପ୍ରଥମ ହେବେ” (ଦେଖ: [[rc://*/ta/man/translate/figs-nominaladj]] ଓ [[rc://*/ta/man/translate/figs-ellipsis]])
|