or_tn/mrk/09/49.md

8 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# everyone will be salted with fire
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଈଶ୍ବର ପ୍ରତ୍ୟକ ଜଣକୁ ଅଗ୍ନିରେ ଲବଣାକ୍ତ କରିବେ” କିମ୍ବା “ଯେପରି ଲବଣ ବଳିଦାନକୁ ପରିଷ୍କୃତ କରେ, ଈଶ୍ବର ଦୁଖଭୋଗ ଦ୍ବାରା ପ୍ରତ୍ୟକ ଜଣକୁ ପରିଷ୍କୃତ କରିବେ” (ଦେଖ: [[rc://*/ta/man/translate/figs-activepassive]])
# will be salted with fire
ଏଠାରେ “ଅଗ୍ନି” ହେଉଛି ଦୁଖାଭୋଗ ନିମନ୍ତେ ଏକ ରୁପକ ଅଟେ, ଓ ଲୋକମାନଙ୍କୁ ଲବଣାକ୍ତ କରିବା ହେଉଛି ସେମାନଙ୍କୁ ପରିଷ୍କୃତ କରିବା ନିମନ୍ତେ ରୁପକ ଅଟେ I ଏଣୁ “ଅଗ୍ନିରେ ଲବଣାକ୍ତ ହେବେ” ଦୁଖାଭୋଗ ଦ୍ବାରା ପରିଷ୍କୃତ ହେବାର ମାଧ୍ୟମର ଏକ ରୁପକ ଅଟେ I ଅନ୍ୟଏକ ଅନୁବାଦରେ: “ଅଗ୍ନିର ଦୁଖଭୋଗ ଦ୍ବାରା ପରିଷ୍କୃତ କରାଯିବେ” କିମ୍ବା “ଯେପରି ବଲିଦାନ ଲବଣରେ ପରିଷ୍କୃତ କରାଯାଏ ସେହିପରି ଦୁଖଭୋଗ ଦ୍ବାରା ଲବଣରେ ପରିଷ୍କୃତ ହେବେ” (ଦେଖ: [[rc://*/ta/man/translate/figs-metaphor]])