or_tn/mrk/09/41.md

8 lines
942 B
Markdown
Raw Permalink Normal View History

2020-11-19 00:15:53 +00:00
# gives you a cup of water to drink because you belong to Christ
ଯୀଶୁ କହିଲେ କେହି ଯଦି ତୁମ୍ଭମାନଙ୍କୁ ପାଣି ଗିଲାସେ ଦିଏ ଯେ କିପରି ଜଣ ଅନ୍ୟ ଜଣକୁ ସାହାଯ୍ୟ କରି ପାରିବ I ଏହା ଅନ୍ୟ କାହାକୁ ସାହାଯ୍ୟ କରିବା ବିଷୟ ନିମନ୍ତେ ଏକ ରୁପକ ଅଟେ I (ଦେଖ: [[rc://*/ta/man/translate/figs-metaphor]])
# not lose
ଏହି ନାସ୍ତିକ ବାକ୍ୟକୁ ଆସ୍ତିକ ଅର୍ଥରେ ଗୁରୁତ୍ବ ଦିଏ I କେତେକ ଭାଷାରେ ଆସ୍ତିକ ଉକ୍ତି ବ୍ୟବହାର କରିବା ପ୍ରାକୃତିକ ଅଟେ I ଅନ୍ୟଏକ ଅନୁବାଦରେ: “ନିଶ୍ଚୟ ଗ୍ରହଣ କରେ” (ଦେଖ: [[rc://*/ta/man/translate/figs-litotes]])