or_tn/mrk/09/12.md

12 lines
1.3 KiB
Markdown
Raw Permalink Normal View History

2020-11-19 00:15:53 +00:00
# Elijah does come first to restore all things
ଏହପରି କହିବା ଦ୍ବାରା ଯୀଶୁ ସ୍ବୀକୃତ କରନ୍ତି ଯେ ଏଲିୟଙ୍କର ପ୍ରଥମେ ଆଗମନ ହେବ I
# Why then is it written ... be despised?
ଯୀଶୁ ଶିଷ୍ୟମାନଙ୍କୁ ମନେ ପକାଇ ଦେଲେ ଯେ ଶାସ୍ତ୍ର ମଧ୍ୟ ମନୁଷ୍ୟ ପୁତ୍ରଙ୍କର ଦୁଖଭୋଗ କରିବେ ଓ ଘୃଣା କରିବେ ବିଷୟରେ ଶିକ୍ଷା ଦିଏ I ଏହାକୁ ଏକ ଉକ୍ତିଭାବରେ ପ୍ରକାଶ କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “କିନ୍ତୁ ଆଉ ମନୁଷ୍ୟ ପୁତ୍ର ବହୁତ ଦୁଖଭୋଗ କରି ତୁଛିକୃତ ହେବେ, ଏହା କିପରି ତାହାଙ୍କ ବିଷୟରେ ଶାସ୍ତ୍ରରେ ଲେଖା ଅଛି “ (ଦେଖ: [[rc://*/ta/man/translate/figs-rquestion]])
# be despised
ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଲୋକମାନେ ତାଙ୍କୁ ତୁଛିକୃତ କରିବେ” (ଦେଖ: [[rc://*/ta/man/translate/figs-activepassive]])