or_tn/mrk/09/01.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପୁନଶ୍ଚ ଯୀଶୁ ଲୋକମାନଙ୍କୁ କହିଲେ ଓ ତାହାଙ୍କ ଶିଷ୍ୟମାନେ ତାହାଙ୍କୁ ଅନୁଗମନ କରିବାକୁ ଉଦ୍ୟତ I ଛଅଦିନ ଉତାରେ, ଯୀଶୁ ତିନିଜଣ ଶିଷ୍ୟଙ୍କୁ ସଂଗରେ ନେଇ ପର୍ବତ ଉପରକୁ ଗଲେ ଯେଉଁ ସ୍ଥାନରେ ତାହାଙ୍କର ଉପସ୍ଥିତି କ୍ଷଣିକ ସମୟ ନିମନ୍ତେ ରୁପାନ୍ତର ହେଲା ଯେପରି ଈଶ୍ବରଙ୍କ ରାଜ୍ୟରେ ସେ ଦେଖାଯିବେ I
# He said to them
ଯୀଶୁ ଶିଷ୍ୟମାନଙ୍କୁ କହିଲେ
# the kingdom of God come with power
ଈଶ୍ବରଙ୍କ ରାଜ୍ୟ ସନ୍ନିକଟ ଉପସ୍ଥାପନ କରେ ଯେ ଈଶ୍ବର ଆପଣାକୁ ରାଜା ଭବାରେ ପ୍ରକାଶିତ କରିବେ I ଅନ୍ୟଏକ ଅନୁବାଦରେ: “ଈଶ୍ବରଙ୍କ ରାଜ୍ୟରେ ମହାପରାକ୍ରମରେ ଉପସ୍ଥିତ ହେବା ଦେଖିବ” (ଦେଖ: [[rc://*/ta/man/translate/figs-metonymy]])