or_tn/mrk/08/30.md

4 lines
998 B
Markdown
Raw Permalink Normal View History

2020-11-19 00:15:53 +00:00
# Jesus warned them not to tell anyone about him
ସେଥିରେ ଯୀଶୁ ସେମାନଙ୍କୁ ସେ ଯେ ଖ୍ରୀଷ୍ଟ ସେହି ବିଷୟରେ କାହାକୁ କିଛି ନକହିବାକୁ ଦୃଢ ଆଜ୍ଞା ଦେଲେ I ଏହାକୁ ଅଧିକ ସ୍ପଷ୍ଟଭାବେ ବ୍ୟକ୍ତ କରିହେବ I ମଧ୍ୟ, ଏହାକୁ ପ୍ରତ୍ୟକ୍ଷ ଉଦ୍ଧୃତ ଭାବେ ଲେଖି ହେବ I ଅନ୍ୟଏକ ଅନୁବାଦରେ: “ସେ ଖ୍ରୀଷ୍ଟ ଅଟନ୍ତି ଏହି ବିଷୟ କାହାକୁ ନକହିଵା ପାଇଁ ଦୃଢ ଆଜ୍ଞା ଦେଲେ” କିମ୍ବା “ଯୀଶୁ ସେମାନଙ୍କୁ ଆଜ୍ଞା ଦେଲେ, କାହାକୁ କୁହ ନାହିଁ ଯେ ମୁଁ ଖ୍ରୀଷ୍ଟ ଅଟେ !” (ଦେଖ: [[rc://*/ta/man/translate/figs-explicit]] ଓ [[rc://*/ta/man/translate/figs-quotations]])