or_tn/mrk/08/22.md

12 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ପରେ ଯୀଶୁ ଓ ଶିଷ୍ୟମାନେ ବେଥସାଇଦାକୁ ନୌକାରେ ଆସିଲେ, ସେଠାରେ ଯୀଶୁ ଜଣେ ଅନ୍ଧ ବ୍ୟକ୍ତିଙ୍କୁ ସୁସ୍ଥ କଲେ I
# Bethsaida
ଏହି ନଗରଟି ଗାଲିଲି ସମୁଦ୍ରର ଦକ୍ଷିଣ ଉପକୁଳ ରେ ଅବସ୍ଥିତ ଅଟେ I ଦେଖ ତୁମେ ଏହି ସହରର ନାମକୁ [ମାର୍କ ୬:୪୫] (../06/45.md)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/translate-names]])
# to touch him
ଏହା ସେମାନେ କାହିଁକି ଚାହୁଁଥିଲେ ଯେପରି ଯୀଶୁ ସେହି ଲୋକକୁ ସ୍ପର୍ଶ କରିବେ ବ୍ୟକ୍ତ କରିବା ନିମନ୍ତେ ସହାୟକ ହୋଇ ପାରିବ I ଅନ୍ୟଏକ ଅନୁବାଦରେ: “ଯେପରି ସେ ସୁସ୍ଥ ହେବ ତାହାକୁ ସ୍ପର୍ଶ କରିବାକୁ ବିନତୀ କଲେ” (ଦେଖ: [[rc://*/ta/man/translate/figs-explicit]])