or_tn/mrk/08/06.md

8 lines
668 B
Markdown
Raw Permalink Normal View History

2020-11-19 00:15:53 +00:00
# He commanded the crowd to sit down on the ground
ଏହା ପ୍ରତ୍ୟକ୍ଷ ଉକ୍ତିରେ କୁହାଯାଇ ପାରିବ I “ଯୀଶୁ ଲୋକସମୁହକୁ ଆଦେଶ ଦେଲେ, ‘ଭୁମିରେ ବସି ଯାଅ’” (ଦେଖ: [[rc://*/ta/man/translate/figs-quotations]])
# sit down
କିପରି ଲୋକମାନେ ଭୋଜନ କରନ୍ତି ଯେଉଁଠାରେ ମେଜ ନାହିଁ ତୁମ ଭାଷାରେ ଥିବା ଶବ୍ଦ ବ୍ୟବହାର କର I ହୁଏତ ସେମାନେ ବସନ୍ତି କିମ୍ବା ଗୋଡ ଲମ୍ବାଇ ବସନ୍ତି I