or_tn/mrk/07/29.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# you are free to go
ଯୀଶୁଙ୍କ କହିବାର ଅର୍ଥ ଯେ ତାହାର ଝିଅକୁ ସୁସ୍ଥ କରିବା ନିମନ୍ତେ ଅନୁରୋଧ କରିବାକୁ ତାହାର ସେଠାରେ ରହିବା ଆବଶ୍ବକ ନାହି I ସେ ଏହା କରିବେ I ଅନ୍ୟଏକ ଅନୁବାଦରେ: “ବର୍ତ୍ତମାନ ତୁମେ ଯାଇ ପାରିବ” କିମ୍ବା “ବର୍ତ୍ତମାନ ତୁମେ ଯାଇ ପାର” କିମ୍ବା “ତୁମେ ଶାନ୍ତିରେ ଆପଣା ଗୃହକୁ ପ୍ରତ୍ୟାବର୍ତ୍ତନ କର” (ଦେଖ: [[rc://*/ta/man/translate/figs-explicit]])
# The demon has gone out of your daughter
ସେହି ସ୍ତ୍ରୀ ର ଝିଅଠାରୁ ଅଶୁଚି ଆତ୍ମା ଛାଡି ଚାଲିଗଲା I ଏହା ସ୍ପଷ୍ଟ ଭାବରେ ବର୍ଣ୍ଣନା କରାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ତୁମ ଝିଅଠାରୁ ଭୁତ ବାହାରି ଗଲାଣି” (ଦେଖ: [[rc://*/ta/man/translate/figs-explicit]])