or_tn/mrk/06/52.md

8 lines
1021 B
Markdown
Raw Permalink Normal View History

2020-11-19 00:15:53 +00:00
# what the loaves meant
ଏଠାରେ “ରୋଟୀ” ଯେତେବେଳେ ଯୀଶୁ ରୋଟୀକୁ ବହୁ ଗୁଣିତ କଲେ ତାହାକୁ ନିର୍ଦ୍ଦେଶ କରେ I ଅନ୍ୟଏକ ଅନୁବାଦରେ: “ଯେତେବେଳେ ଯୀଶୁ ରୋଟୀକୁ ବହୁ ଗୁଣିତ କରିବା ଘଟଣାର ଅର୍ଥ କଣ” କିମ୍ବା “ଯେତେବେଳେ ଯୀଶୁ ଅଳ୍ପ କେତେକ ରୋଟୀକୁ ବହୁ ପରିମାଣ ହେଲାର ଅର୍ଥ କ’ଣ ହୋଇପାରେ” (ଦେଖ: [[rc://*/ta/man/translate/figs-metonymy]])
# their hearts were hardened
ହୃଦୟରେ ଜଡତା ବୁଝିବା ପାଇଁ କଷ୍ଟକର ହେବା ପରି ଉପସ୍ଥାପନ କର I ଅନ୍ୟଏକ ଅନୁବାଦରେ: “ସେମାନେ ବୁଝିବା ପାଇଁ ଏତେ ଜଡ ହୋଇଥିଲେ” (ଦେଖ: [[rc://*/ta/man/translate/figs-metaphor]])