12 lines
888 B
Markdown
12 lines
888 B
Markdown
|
# he said to them
|
||
|
|
||
|
ଯେଉଁମାନେ ରୋଦନ କରୁଥିଲେ ସେମାନଙ୍କୁ ଯୀଶୁ କହିଲେ
|
||
|
|
||
|
# Why are you upset and why do you weep?
|
||
|
|
||
|
ସେମାନଙ୍କର ଅଳ୍ପ ବିଶ୍ବାସକୁ ଦେଖିବା ପାଇଁ ଯୀଶୁ ଏହି ପ୍ରଶ୍ନ ପଚାରିଲେ I ଏହା ଏକ ଉକ୍ତି ପରି ଲେଖାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ ବର୍ତ୍ତମାନ ଏହା ଦୁଖ କିମ୍ବା ରୋଦନ କରିବାର ସମୟ ନୁହେ” (ଦେଖ: [[rc://*/ta/man/translate/figs-rquestion]])
|
||
|
|
||
|
# The child is not dead but sleeps
|
||
|
|
||
|
ଯୀଶୁ ଶୋଇଵା ନିମନ୍ତେ ସାଧାରଣ ଶବ୍ଦ ବ୍ୟବହାର କରୁଛନ୍ତି, ଓ ଏଣୁ ଅନୁବାଦ ହେବା ଉଚିତ I
|