or_tn/mrk/04/29.md

12 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# he immediately sends in the sickle
ଏଠାରେ “ଶସ୍ୟକାଟିବାର ବକ୍ର କର୍ତ୍ତନୀ” କୃଷକ ନିମନ୍ତେ ଲକ୍ଷଣ ସୁଚକ ଅଟେ କିମ୍ବା ଯେଉଁ ଲୋକମାନଙ୍କୁ କୃଷକ ଶସ୍ୟ କାଟିବା ନିମନ୍ତେ ପଠାଏ I ଅନ୍ୟଏକ ଅନୁବାଦରେ: “ସେ ଶସ୍ୟ ପାଚିଲା କ୍ଷଣି ଫସଲ ସଂଗ୍ରହ କରିବା ନିମନ୍ତେ ଦାଆ ଲଗାଏ” କିମ୍ବା “ସେ ଶସ୍ୟ ପାଚିଲା ମାତ୍ରେ ଦାଆ ଦେଇ ଶସ୍ୟ କଟାଳିମାନଙ୍କୁ ଅମଳ କରିବା ପାଇଁ ପଠାଏ” (ଦେଖ: [[rc://*/ta/man/translate/figs-metonymy]])
# sickle
ବକ୍ରକ୍ଷୁର କିମ୍ବା ଧାରୁଆ ଆଙ୍କୁଶ ଶସ୍ୟ କାଟିବା ନିମନ୍ତେ ବ୍ୟବହାର କରାଯାଏ
# because the harvest has come
ଏଠାରେ “ସମୟ ଉପସ୍ଥିତ” ବାକ୍ୟାଂଶ ଅମଳ ନିମନ୍ତେ ଶସ୍ୟ ପାଚି ଗଲା ନିମନ୍ତେ ଏକ ରୁଢି ଅଟେ I ଅନ୍ୟଏକ ଅନୁବାଦରେ: “ଯେହେତୁ ଶସ୍ୟ ଅମଳ ନିମନ୍ତେ ପ୍ରସ୍ତୁତ ହୋଇଅଛି” (ଦେଖ: [[rc://*/ta/man/translate/figs-idiom]])