or_tn/mrk/04/20.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# those that were sown in the good soil
ଯୀଶୁ ଲୋକମାନଙ୍କ ସମ୍ବନ୍ଧରେ କହୁଥିଲେ ଆଉ କିପ୍ରକାର ବିହନ ଉତ୍ତମ ଭୁମିରେ ବୁଣା ଯାଇଥିଲା I ଅନ୍ୟଏକ ଅନୁବାଦରେ: “ଆଉ କିଛି ବିହନ ଉତ୍ତମ ଭୁମିରେ ପଡିଲା ” (ଦେଖ: [[rc://*/ta/man/translate/figs-metaphor]])
# thirty, sixty, or a hundred times what was sown
ଏହା ଶସ୍ୟ ଫଳ ଫଳିବା ବିଷୟକୁ ବୁଝାଏ I ଅନ୍ୟଏକ ଅନୁବାଦରେ: “ଆଉ କେତେକ ତିରିଶ ଗୁଣ, କେତେକ ଷାଠିଏ ଗୁଣ, ଓ କେତେକ ଶହେ ଗୁଣ ଫଳ ଫଳିଲା” କିମ୍ବା “କେତେକ ୩୦ ଗୁଣ, କେତେକ ଷାଠିଏ ଗୁଣ, ଓ କେତେକ ଶହେ ଗୁଣ ଫଳ ଫଳିଲା ଯାହା ବୁଣା ଯାଇଥିଲା” (ଦେଖ: [[rc://*/ta/man/translate/figs-ellipsis]] କିମ୍ବା [[rc://*/ta/man/translate/translate-numbers]])