or_tn/mrk/04/09.md

8 lines
1.6 KiB
Markdown
Raw Permalink Normal View History

2020-11-19 00:15:53 +00:00
# Whoever has ears to hear, let him hear
ଯୀଶୁ ଯାହା କହିଲେ ତାହାକୁ ପ୍ରାଧାନ୍ୟ ଦିଆଯାଇଛି ଓ ହୁଏତ ବୁଝିବା ଓ ଜୀବନରେ ପ୍ରୟୋଗ କରିବା ନିମନ୍ତେ କିଛି ପ୍ରଯତ୍ନର ଆବଶ୍ୟକତା ରହିଅଛି I ଏଠାରେ “ଯାହାର କାନ ଅଛି” ବାକ୍ୟାଂଶ ଏକ ଲକ୍ଷଣ ସୁଚକ ଅଟେ ଅର୍ଥାତ ବୁଝିବା ଓ ବାଧ୍ୟ ହେବା ନିମନ୍ତେ ଇଛୁକ ଅଟେ I ଅନ୍ୟଏକ ଅନୁବାଦରେ: “ଯେ ଶୁଣିବାକୁ ଇଚ୍ଛା କରେ ସେ ଶୁଣୁ” କିମ୍ବା “ଯେ ବୁଝିବା ପାଇଁ ଇଚ୍ଛା କରେ ସେ ବୁଝୁ ଓ ପାଳନ କରୁ” (ଦେଖ: [[rc://*/ta/man/translate/figs-metonymy]])
# Whoever has ... let him
ଯେହେତୁ ଯୀଶୁ ସିଧା ସଳଖ ତାହାଙ୍କ ଶ୍ରୋତାମାନଙ୍କୁ କହୁଛନ୍ତି, ତୁମେ ହୁଏତ ଏଠାରେ ଦ୍ବିତୀୟ ପୁରୁଷ ବ୍ୟବହାର କରିବାକୁ ପସନ୍ଦ କରିପାର I ଅନ୍ୟଏକ ଅନୁବାଦରେ: “ଯଦି ତୁମେ ଶୁଣିବାକୁ ଇଚ୍ଛା କର ତେବେ ଶୁଣୁ” କିମ୍ବା “ଯଦି ତୁମେ ବୁଝିବା ପାଇଁ ଇଚ୍ଛା କରୁଛ ତେବେ ବୁଝୁ ଓ ପାଳନ କର” (ଦେଖ: [[rc://*/ta/man/translate/figs-123person]])