or_tn/mrk/04/06.md

8 lines
594 B
Markdown
Raw Permalink Normal View History

2020-11-19 00:15:53 +00:00
# the plants were scorched
ଏହା ଛୋଟ ଛୋଟ ଗୁଳ୍ମକୁ ବୁଝାଏ I ଏହାକୁ କର୍ତ୍ତୁବାଚ୍ୟ ଆକାରରେ କୁହାଯାଇ ପାରିବ I ଅନ୍ୟଏକ ଅନୁବାଦରେ: “ଏହା ଛୋଟ ଛୋଟ ଗୁଳ୍ମକୁ ଜାଳିପୋଡି ଦେଲା” (ଦେଖ: [[rc://*/ta/man/translate/figs-activepassive]])
# because they had no root, they dried up
ଯେହେତୁ ଛୋଟ ଛୋଟ ଗୁଳ୍ମ ଚେର ମାଡି ନଥିଲା, ସେଗୁଡିକ ଶୁଖିଗଲା