or_tn/mrk/03/26.md

8 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# If Satan has risen up against himself and is divided
“ଆପଣା” ଶବ୍ଦ ଏକ ପ୍ରତିଫଳନ ସର୍ବନାମ ଯାହା ଶୟତାନକୁ ବୁଝାଏ, ଓ ଏହା ମଧ୍ୟ ମନ୍ଦ ଶକ୍ତିର ଲକ୍ଷଣ ସୁଚକ ଶବ୍ଦ ଅଟେ I ଅନ୍ୟଏକ ଅନୁବାଦରେ: “ ସେହି ପ୍ରକାରେ ଶୟତାନ ଯଦି ବିଭକ୍ତ ହୋଇ ଆପଣା ଆପଣା ବିରୁଦ୍ଧରେ ଉଠିଲାଣି” କିମ୍ବା “ଯଦି ଶୟତାନ ଓ ତାହାର ମନ୍ଦ ଶକ୍ତି ଆପଣା ଆପଣା ବିରୁଦ୍ଧରେ ଉଠିଲାଣି ଓ ବିଭକ୍ତ ହେଲାଣି” (ଦେଖ: [[rc://*/ta/man/translate/figs-rpronouns]] ଓ [[rc://*/ta/man/translate/figs-metonymy]])
# is not able to stand
ଏହା ଏକ ରୁପକ ଅଟେ ଯାହାର ଅର୍ଥ ସେ ପତନ ହେବ ଓ ସ୍ଥିର ହୋଇ ରହି ପାରିବ ନାହିଁ I ଅନ୍ୟଏକ ଅନୁବାଦରେ: “ଏକତ୍ର ହେବା ବନ୍ଦ ହେଲାଣି” କିମ୍ବା “ସ୍ଥିର ହୋଇ ରହି ପାରିବ ନାହିଁ” ଓ ଶେଷ ଅବସ୍ଥାକୁ ଆସିଲାଣି” କିମ୍ବା “ପତନ ହେବ ଓ ଶେଷ ଅବସ୍ଥା ହେଲା” (ଦେଖ: [[rc://*/ta/man/translate/figs-metaphor]])