or_tn/mrk/03/02.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Some people watched him closely to see if he would heal him
ସେ ତାହାକୁ କେଜାଣି ବିଶ୍ରାମବାରରେ ଗୋଟିଏ ହାତ ଶୁଖି ଯାଇଥିବା ଲୋକକୁ ସୁସ୍ଥ କରିବେ ଏହା ଦେଖିବା ପାଇଁ ସେମାନେ ତାହାଙ୍କୁ ଲକ୍ଷ୍ୟ କରି ରହିଲେ
# Some people
ସେମାନଙ୍କ ମଧ୍ୟରୁ କିଛି ଫାରୁଶୀ I ପରବର୍ତ୍ତୀ ସମୟରେ, [ମାର୍କ ୩:୬] (../03/06.md)ରେ, ସେହି ଲୋକମାନେ ଫାରୁଶୀ ଭାବରେ ପରିଚିତ ହେଲେ I
# so that they could accuse him
ସେହିଦିନ କେଜାଣି ଯୀଶୁ ଯଦି ସେହି ଲୋକକୁ ସୁସ୍ଥ କରିବେ, ବିଶ୍ରାମବାରରେ କାର୍ଯ୍ୟ କରି ବ୍ୟବସ୍ଥା ଅବଜ୍ଞା କରୁଛି ବୋଲି ଫାରୁଶିମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରନ୍ତି I ଅନ୍ୟଏକ ଅନୁବାଦରେ: “ଯେପରି ସେମାନେ ତାହାଙ୍କ ବିରୁଦ୍ଧରେ ଅଭିଯୋଗ କରି ପାରିବେ” କିମ୍ବା “ଯେପରି ସେମାନେ ବ୍ୟବସ୍ଥା ଅବଜ୍ଞାକାରୀ ଭାବେ ଦୋଷାରୋପ କରି ପାରିବେ” (ଦେଖ: [[rc://*/ta/man/translate/figs-explicit]])