or_tn/mrk/02/07.md

8 lines
1.1 KiB
Markdown
Raw Permalink Normal View History

2020-11-19 00:15:53 +00:00
# How can this man speak this way?
ଶାସ୍ତ୍ରୀମାନେ ସେମାନଙ୍କ କ୍ରୋଧକୁ ପ୍ରକାଶ କରିବା ନିମନ୍ତେ ଏହି ପ୍ରଶ୍ନ କଲେ ଯେ ଯୀଶୁ କହିଲେ “ତୁମ୍ଭର ପାପ ସବୁ କ୍ଷମା କରାଗଲା I” ଅନ୍ୟଏକ ଅନୁବାଦରେ: “ଏହି ଲୋକ ଏପରି କହିବାର ନଥିଲା !” (ଦେଖ: [[rc://*/ta/man/translate/figs-rquestion]])
# Who can forgive sins but God alone?
ଶାସ୍ତ୍ରୀମାନଙ୍କର ଏହି ପ୍ରଶ୍ନ କରି କହିଲେ ଯେ କେବଳ ଈଶ୍ଵର ହିଁ ପାପ କ୍ଷମା କରି ପାରନ୍ତି, କିନ୍ତୁ ଯୀଶୁ କହିବା ଉଚିତ ନୁହେଁ “ତୁମ୍ଭର ପାପ ସବୁ କ୍ଷମା କରାଗଲା I” ଅନ୍ୟଏକ ଅନୁବାଦରେ: “କେବଳ ଈଶ୍ଵର ହିଁ ପାପ କ୍ଷମା କରି ପାରନ୍ତି !” (ଦେଖ: [[rc://*/ta/man/translate/figs-rquestion]])