or_tn/mrk/01/22.md

4 lines
739 B
Markdown
Raw Permalink Normal View History

2020-11-19 00:15:53 +00:00
# for he was teaching them as someone who has authority and not as the scribes
“ଶିକ୍ଷା” ଦେବା ଧାରଣା ସ୍ପଷ୍ଟଭାବରେ କୁହାଯାଇ ପାରିବ ଯେତେବେଳେ “ଯାହାର ଅଧିକାର ଅଛି” ଓ “ଶାସ୍ତ୍ରୀମାନଙ୍କ” ବିଷୟରେ କୁହାଯିବ I ଅନ୍ୟଏକ ଅନୁବାଦରେ: “କାରଣ ସେ ଶାସ୍ତ୍ରୀମାନଙ୍କ ପରି ଶିକ୍ଷା ନଦେଇ ଅଧିକାରପ୍ରାପ୍ତ ବ୍ୟକ୍ତିଙ୍କ ପରି ସେମାନଙ୍କୁ ଶିକ୍ଷା ଦେଉଥିଲେ” (ଦେଖ: [[rc://*/ta/man/translate/figs-ellipsis]])