or_tn/mrk/01/20.md

12 lines
737 B
Markdown
Raw Permalink Normal View History

2020-11-19 00:15:53 +00:00
# called them
ଏହାକୁ ସ୍ପଷ୍ଟ ଭାବେ ବ୍ୟକ୍ତ କରିବା ଉପଯୁକ୍ତ ହେବ ଯେ କାହିଁକି ଯୀଶୁ ଯାକୁବ ଓ ଯୋହନଙ୍କୁ ଆହ୍ବାନ କଲେ I ଅନ୍ୟଏକ ଅନୁବାଦରେ: “ସେମାନଙ୍କୁ ତାହାଙ୍କ ସହିତ ଆସିବା ନିମନ୍ତେ ଆହ୍ବାନ କଲେ” (ଦେଖ: [[rc://*/ta/man/translate/figs-explicit]])
# hired servants
ମୁଲିଆମାନେ ଯେଉଁମାନେ ତାହାଙ୍କ ସହିତ କାର୍ଯ୍ୟ କରୁଥିଲେ
# they followed him
ଯାକୁବ ଓ ଯୋହନ ଯୀଶୁଙ୍କ ସହିତ ଗଲେ I