or_tn/mat/27/42.md

8 lines
1.4 KiB
Markdown
Raw Permalink Normal View History

2020-11-19 00:15:53 +00:00
# He saved others, but he cannot save himself
ସାମ୍ଭାବିତ ଅର୍ଥଗୁଡିକ ୧) ଯିହୁଦୀ ନେତାମାନେ ବିଶ୍ବାସ କରୁ ନଥିଲେ ଯେ ଯୀଶୁ ଅନ୍ୟମାନଙ୍କୁ ପରିତ୍ରାଣ ଦେଇ ପାରିବେ କିମ୍ବା ଯେ ସେ ନିଜକୁ ରକ୍ଷା କରିପାରିବ, କିମ୍ବା ) ସେମାନେ ବିଶ୍ବାସ କରୁଥିଲେ ଯେ ସେ ଅନ୍ୟମାନଙ୍କୁ ଉଦ୍ଧାର କରି ପାରିବେ କିନ୍ତୁ ସେମାନେ ତାହାଙ୍କୁ ପରିହାସ କରୁଥିଲେ କାରଣ ବର୍ତ୍ତମାନ ସେ ନିଜକୁ ରକ୍ଷା କରି ପାରୁନାହିଁ I (ଦେଖ: [[rc://*/ta/man/translate/figs-irony]])
# He is the King of Israel
ନେତାମାନେ ଯୀଶୁଙ୍କୁ ପରିହାସ କରୁଥିଲେ I ସେମାନେ ତାହାଙ୍କୁ “ଇସ୍ରାଏଲର ରାଜା” କହିଲେ, କିନ୍ତୁ ପ୍ରକୃତରେ ସେମାନେ ବିଶ୍ବାସ କରୁ ନଥିଲେ ଯେ ସେ ଜଣେ ରାଜା ଅଟନ୍ତି I ଅନ୍ୟ ଏକ ଅନୁବାଦରେ: “ସେ କହୁଥିଲା ଯେ ସେ ପରା ଇସ୍ରାଏଲର ରାଜା” (ଦେଖ: [[rc://*/ta/man/translate/figs-irony]])