or_tn/mat/26/25.md

8 lines
1.0 KiB
Markdown
Raw Permalink Normal View History

2020-11-19 00:15:53 +00:00
# Is it I, Rabbi?
ଗୁରୁ, ସେ କଣ ମୁଁ କି ଯେ ତୁମକୁ ଶତ୍ରୁ ହସ୍ତରେ ସମର୍ପଣ କରିବ ?” ଯିହୁଦା ହୁଏତ ଏକ ଅଳଙ୍କାରିକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଗୁରୁ, ନିଶ୍ଚିତ ରୁପେ ମୁଁ ନୁହଁ ଯେ କି ତୁମକୁ ଶତ୍ରୁ ହସ୍ତରେ ସମର୍ପଣ କରିବ” (ଦେଖ: [[rc://*/ta/man/translate/figs-rquestion]])
# You have said it yourself
ଏହା ଏକ ରୁଢିପଦ ଅଟେ ଯାହାକୁ ସମ୍ପୁର୍ଣରୁପେ ସ୍ପଷ୍ଟ ନହୋଇ ଯୀଶୁ “ହଁ” ଅର୍ଥରେ ବ୍ୟବହାର କରନ୍ତି I ଅନ୍ୟ ଏକ ଅନୁବାଦରେ: “ତୁମ୍ଭେ ଏହା କହିଅଛ” କିମ୍ବା “ତୁମ୍ଭେ ଏହାକୁ ସ୍ବୀକାର କରୁଅଛ” (ଦେଖ: [[rc://*/ta/man/translate/figs-idiom]])