or_tn/mat/25/21.md

8 lines
1.2 KiB
Markdown
Raw Permalink Normal View History

2020-11-19 00:15:53 +00:00
# Well done
ତୁମ୍ଭେ ଉତ୍ତମ କରିଅଛ କିମ୍ବା “ତୁମେ ଉପଯୁକ୍ତ କରିଅଛ I” ତୁମ ସଂସ୍କୃତିରେ ଗୃହକର୍ତ୍ତାଙ୍କୁ ଧନ୍ୟବାଦ ଜଣାଇବା ପଦ୍ଧତି ଥାଇପାରେ (କିମ୍ବା କେହିଜଣେ ଅଧିକାରୀ) ଯାହା ବ୍ୟବହାର ଦ୍ବାରା ବୁଝା ପଡିବ ଯେ ତାହାଙ୍କ ଦାସ ଯାହା କରିଛନ୍ତି ସେ ତାହାକୁ ଗ୍ରହଣ କରୁଛନ୍ତି (କିମ୍ବା କେହିଜଣେ ତାଙ୍କର ନିମ୍ଣସ୍ଥ କର୍ମଚାରୀ) I
# Enter into the joy of your master
“ଆନନ୍ଦରେ ସହଭାଗୀ ହୁଅ” ବାକ୍ୟାଂଶ ଏକ ରୁଢିପଦ ଅଟେ I ଆହୁରି ମଧ୍ୟ, ପ୍ରଭୁ ଆପଣାକୁ ତୃତୀୟ ବଚନରେ ପ୍ରକାଶ କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆସ ଓ ଆପଣା ପ୍ରଭୁଙ୍କଠାରେ ଆନନ୍ଦରେ ସହଭାଗୀ ହୁଅ” (ଦେଖ: [[rc://*/ta/man/translate/figs-idiom]] ଓ [[rc://*/ta/man/translate/figs-123person]] )