or_tn/mat/23/35.md

20 lines
2.7 KiB
Markdown
Raw Permalink Normal View History

2020-11-19 00:15:53 +00:00
# upon you will come all the righteous blood that has been shed on the earth
“ତୁମ୍ଭମାନଙ୍କ ଉପରେ ବର୍ତିବ” ବାକ୍ୟାଂଶ ଏକ ରୁଢି ଅଟେ ଯାହାର ଅର୍ଥ ଦଣ୍ଡ ଗ୍ରହଣ କରିବା I ରକ୍ତପାତ କରିବା ଏକ ଲକ୍ଷଣସୁଚକ ଶବ୍ଦ ଅଟେ ଯାହାର ଅର୍ଥ ଜଗତରେ ଧାର୍ମିକ ଲୋକମାନଙ୍କୁ ବଧ କରିବା ଅଟେ, ଏଣୁ, ପୃଥିବରେ ଯେତେ ଧାର୍ମିକମାନଙ୍କର ରକ୍ତପାତ ହୋଇଅଛି” ସେହି ଧାର୍ମିକ ଲୋକମାନଙ୍କୁ ହତ୍ୟା କରାଯାଇଛି ସେମାନଙ୍କୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ଈଶ୍ବର ତୁମ୍ଭମାନଙ୍କ ଉପରେ ଧାର୍ମିକମାନଙ୍କର ରକ୍ତପାତ ବର୍ତିାଇବେ” (ଦେଖ: [[rc://*/ta/man/translate/figs-idiom]] ଓ [[rc://*/ta/man/translate/figs-metonymy]])
# from the blood ... to the blood
ଏଠାରେ “ରକ୍ତପାତ” ଜଣେ ବ୍ୟକ୍ତିଙ୍କୁ ବଧ କରିବାକୁ ଉପସ୍ଥାପନ କରେ I ଅନ୍ୟ ଏକ ଅନୁବାଦରେ: “ବଧ କରିବା ଅପେକ୍ଷା …ହତ୍ୟାକାରୀ ପର୍ଯ୍ୟନ୍ତ” (ଦେଖ: [[rc://*/ta/man/translate/figs-metonymy]])
# Abel ... Zechariah
ଯେପରି ଧାର୍ମିକ ହେବଲ ପ୍ରଥମେ ହତ୍ୟାର ଶିକାର ହୋଇଥିଲେ, ଓ ଜିଖରିୟ, ଯାହାଙ୍କୁ ମନ୍ଦିରରେ ଯିହୁଦୀମାନଙ୍କ ଦ୍ବାରା ହତ୍ୟା କରା ଯାଇଥିଲା ହୁଏତ ସେ ଶେଷ ଭାବବାଦୀ ମନେ ହୁଏ I ଏହି ଦୁଇ ବ୍ୟକ୍ତି ସମସ୍ତ ଧାର୍ମିକ ବ୍ୟକ୍ତିଙ୍କୁ ଉପସ୍ଥାପନ କରେ ଯେଉଁମାନଙ୍କୁ ହତ୍ୟା କରାଯାଇଛି I (ଦେଖ: [[rc://*/ta/man/translate/figs-merism]])
# Zechariah
ଏହି ଜିଖରୀୟ ବାପ୍ତିଜକ ଯୋହନଙ୍କ ପିତା ନଥିଲେ I
# whom you killed
ଯୀଶୁ କହୁନାହାନ୍ତି ଯେ ଯେଉଁ ଲୋକମାନଙ୍କ ବିଷୟରେ କହୁଛନ୍ତି ସେମାନେ ପ୍ରକୃତରେ ଜିଖାରିୟଙ୍କୁ ହତ୍ୟା କରିଥିଲେ I ସେ ସେମାନଙ୍କର ପିତୃପୁରୁଷଙ୍କୁ ବିଷୟରେ କହୁଛନ୍ତି I