or_tn/mat/21/28.md

8 lines
929 B
Markdown
Raw Permalink Normal View History

2020-11-19 00:15:53 +00:00
#
ଯୀଶୁ ଧାର୍ମିକ ନେତାମାନଙ୍କୁ ଓ ସେମାନଙ୍କ ଅବିଶ୍ବାସକୁ ଦୁଇଟି ପୁତ୍ରଙ୍କ ବିଷୟରେ ଏକ ଦୃଷ୍ଟାନ୍ତ କହନ୍ତି I (ଦେଖ: [[rc://*/ta/man/translate/figs-parables]])
# But what do you think?
ଯେଉଁ ଦୃଷ୍ଟାନ୍ତ ସେ କହିବାକୁ ଯାଉଅଛନ୍ତି ସେହି ଦୃଷ୍ଟାନ୍ତ ବିଷୟରେ ଗଭୀର ଚିନ୍ତା କରିବାକୁ ଯୀଶୁ ଆହ୍ବାନ ଦେଇ ଏକ ପ୍ରଶ୍ନ ବ୍ୟବହାର କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ ମୁଁ ଯେଉଁ ବିଷୟ କହିବାକୁ ଯାଉଅଛି ସେବିଷୟରେ ତୁମ୍ଭେମାନେ କଅଣ ମନେ କର” (ଦେଖ: [[rc://*/ta/man/translate/figs-rquestion]])