or_tn/mat/18/23.md

12 lines
853 B
Markdown
Raw Permalink Normal View History

2020-11-19 00:15:53 +00:00
# Connecting Statement:
ଯୀଶୁ ପାପକ୍ଷମା ଓ ପୁନମିଳନ ସମ୍ବନ୍ଧରେ ଶିଷ୍ୟମାନଙ୍କୁ ଶିକ୍ଷା ଦେବା ନିମନ୍ତେ ଏକ ଦୃଷ୍ଟାନ୍ତ ବ୍ୟବହାର କରନ୍ତି I
# the kingdom of heaven is similar
ଏହା ଏକ ଦୃଷ୍ଟାନ୍ତର ପରିଚୟ ଦିଏ I ଦେଖ ତୁମେ ଏକ ଦୃଷ୍ଟାନ୍ତର ପରିଚୟକୁ [ମାଥିଉ ୧୩:୧୪](II/13/24Imd)ରେ କିପରି ଅନୁବାଦ କରିଅଚ୍ଛ I (ଦେଖ: [[rc://*/ta/man/translate/figs-parables]])
# to settle accounts with his servants
ଆପଣା ଦାସମାନଙ୍କ ସହିତ ଯାହା ପ୍ରତିଜ୍ଞା କରିଛନ୍ତି ତାହା ହିସାବ କରିବେ