or_tn/mat/18/14.md

12 lines
946 B
Markdown
Raw Permalink Normal View History

2020-11-19 00:15:53 +00:00
# it is not the will of your Father in heaven that one of these little ones should perish
ତୁମ୍ଭମାନଙ୍କର ସ୍ବର୍ଗସ୍ଥ ପିତା ଇଛା କରନ୍ତି ନାହିଁ କି ଏହି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣେ ହେଁ ବିନଷ୍ଟ ହେଉ କିମ୍ବା “ତୁମ୍ଭମାନଙ୍କ ସ୍ବର୍ଗସ୍ଥ ପିତା ଚାହାନ୍ତି ନାହିଁ ଏପରିକି କ୍ଷୁଦ୍ରମାନଙ୍କ ମଧ୍ୟରୁ ଜଣେ ସୁଦ୍ଧା ବିନଷ୍ଟ ହେଉ”
# your
ଏହି ଶବ୍ଦ ବହୁବଚନ ଅଟେ I (ଦେଖ: [[rc://*/ta/man/translate/figs-you]])
# Father
ଏହା ଈଶ୍ବରଙ୍କ ନିମନ୍ତେ ଏକ ଗୁରୁତ୍ବପୁର୍ଣ୍ଣ ସଜ୍ଞା ଅଟେ I (ଦେଖ: [[rc://*/ta/man/translate/guidelines-sonofgodprinciples]])