or_tn/mat/15/02.md

12 lines
1.5 KiB
Markdown
Raw Permalink Normal View History

2020-11-19 00:15:53 +00:00
# Why do your disciples violate the traditions of the elders?
ଫାରୁଶୀ ଓ ଶାସ୍ତ୍ରୀମାନେ ଏହି ପ୍ରଶ୍ନ ବ୍ୟବହାର କରି ଯୀଶୁଙ୍କୁ ଓ ତାହାଙ୍କର ଶିଷ୍ୟମାନଙ୍କୁ ସମୀକ୍ଷା କରୁଛନ୍ତି I ଅନ୍ୟ ଏକ ଅନୁବାଦରେ: “ଆପଣଙ୍କର ଶିଷ୍ୟମାନେ ପ୍ରାଚୀନମାନଙ୍କର ବ୍ୟବସ୍ଥାକୁ ସମ୍ମାନ ଦିଅନ୍ତି ନାହିଁ I” (ଦେଖ: [[rc://*/ta/man/translate/figs-rquestion]])
# traditions of the elders
ଏହା ମୋଶାଙ୍କ ଦ୍ବାରା ଦିଆଯାଇଥିବା ବ୍ୟବସ୍ଥା ସହିତ ସମାନ ନୁହେଁ I ଏହା ମୋଶାଙ୍କ ପରେ ଧାର୍ମିକ ନେତାମାନଙ୍କ ଦ୍ବାରା ଦିଆଯାଇ ଥିବା ବ୍ୟବସ୍ଥାର ଭାଷାନ୍ତର ଓ ଶିକ୍ଷାକୁ ବୁଝାଏ I
# they do not wash their hands
ଏହି ଶୁଚିକରଣ କେବେଳ ହାତ ଧୋଇଵା ନୁହେଁ I ଏହା ପ୍ରାଚୀନମାନଙ୍କ ଦ୍ବାରା ଶୁଚିକରଣ ରୀତିକୁ ବୁଝାଏ I ଅନ୍ୟ ଏକ ଅନୁବାଦରେ: “ସେମାନେ ସେମାନଙ୍କର ହସ୍ତ ପ୍ରକ୍ଷାଳନ କରନ୍ତି ନାହିଁ” (ଦେଖ: [[rc://*/ta/man/translate/figs-explicit]])