12 lines
812 B
Markdown
12 lines
812 B
Markdown
|
# Connecting Statement:
|
||
|
|
||
|
ଏହି ପଦଗୁଡିକ ଯୀଶୁ ପାଣି ଉପରେ ଚାଲିବା ପରେ କଣ ଘଟିଲା ବର୍ଣ୍ଣନା କରେ I ସେମାଗୁଡିକ ଯୀଶୁଙ୍କ ସେବାକାର୍ଯ୍ୟରେ ଲୋକମାନେ କିପରି ଗ୍ରହଣ କରୁଥିଲେ ତାହାର ସଂକ୍ଷିପ୍ତ ବିବରଣୀ ଦିଏ I
|
||
|
|
||
|
# When they had crossed over
|
||
|
|
||
|
ଯେତେବେଳେ ଯୀଶୁ ଓ ତାହାଙ୍କ ଶିଷ୍ୟମାନେ ହ୍ରଦ ଅତିକ୍ରମ କଲେ
|
||
|
|
||
|
# Gennesaret
|
||
|
|
||
|
ଏହା ଗାଲିଲି ସମୁଦ୍ରର ଦକ୍ଷିଣ ପଶ୍ଚିମରେ ଥିବା ଗୋଟିଏ ଛୋଟ ସହର I (ଦେଖ: [[rc://*/ta/man/translate/translate-names]])
|